ନୂଆଦିଲ୍ଲୀ: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି।
ଏହି ଭିଡିଓରୁ ଯାହା ଜଣାପଡ଼ୁଛି ଉତ୍ତର କୋରିଆ ରାଷ୍ଟ୍ରପତି ବୋଧ ହୁଏ ଡାଏଟ୍ରେ ଅଛନ୍ତି। ଏହାପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମତ ଦେଇଛନ୍ତି, “ବୋଧହୁଏ କିମ୍ ଡାଏଟରେ ଅଛନ୍ତି। ପୂର୍ବ ଏବଂ ବର୍ତ୍ତମାନର ଭିଡିଓ ଦେଖି ମନେ ହେଉଛି କିମ୍ ତାଙ୍କ ଓଜନ ହ୍ରାସ କରିଛନ୍ତି। ତେବେ କିମ୍ଙ୍କ ଅଚାନକ ଓଜନ ହ୍ରାସ ହେବା ବିଷୟରେ କୌଣସି ବିବରଣୀ ଦିଆଯାଇଛି।
ତେବେ କିମ୍ଙ୍କ ଓଜନ ହ୍ରାସକୁ ନେଇ ଉତ୍ତର କୋରିଆର ଲୋକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
Before-and-after videos show that North Korean leader Kim Jong Un noticeably lost weight. On Sunday, the country’s state media offered a rare public segment on it, although the reason for the weight loss is unclear https://t.co/RhQEqL7dXH pic.twitter.com/H9szU1rA1W
— Reuters (@Reuters) June 27, 2021
Comments are closed.