Latest Odisha News

BREAKING NEWS

କିଶୋର ମହାନ୍ତି ପାଇଲେ ‘ଉଦୟ ଭାନୁ ସାରସ୍ୱତ ସମ୍ମାନ’

କଟକ : ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ତଥା ବୈଷ୍ଣବ ପାଣି ଜୟନ୍ତୀ ପାଳନ ସହ, ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉଦୟଭାନୁ ସାହିତ୍ୟ ସଂସଦର ସ୍ଵନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର କିଶୋର ମହାନ୍ତିଙ୍କୁ ‘ଉଦୟ ଭାନୁ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଛି ।

ଏହି କାର୍ଯକ୍ରମରେ ସରୋଜିନୀ ମିଶ୍ର, ନାଟ୍ୟକାର ତଥା ଅନୁଷ୍ଠାନର ସଭାପତି ବିଜୟ କୁମାର ଶତପଥୀ, ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା ବିଶିଷ୍ଟ ଗାଳ୍ପିକ ତରୁଣ କୁମାର ସାହୁ, ଉପସଭାପତି ସାହିତ୍ୟିକ ଗୋବିନ୍ଦ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.