ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ଭୋଟ୍ ଗଣତି ହୋଇଥିବାବେଳେ ଏବେସୁଦ୍ଧା କେତେକ ସ୍ଥାନରେ ନିର୍ବାଚନୀ ଫଳାଫଳ ଘୋଷଣା ହୋଇଛି ।
ଜାଣନ୍ତୁ ଓଡିଶାର କେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ବିଜୟ ଲାଭ କରିଛନ୍ତି।
ଛତ୍ରପୁର: ସୁବାସ ବେହେରା (ବିଜେଡି)
ବ୍ରହ୍ମପୁର: ବିକ୍ରମ ପଣ୍ଡା (ବିଜେଡି)
ହିନ୍ଦୋଳ: ସୀମାରାଣି ନାୟକ (ବିଜେଡି)
ଚିକିଟି: ଉଷା ଦେବୀ (ବିଜେଡି)
ଆସ୍କା: ମଞ୍ଜୁଳା ସ୍ୱାଇଁ
ପରଜଙ୍ଗା: ନୃସିଙ୍ଗ ଚରଣ ସାହୁ (ବିଜେଡି)
ଭଞ୍ଜନଗର: ବିକ୍ରମ କେଶରୀ ଆରୁଖ (ବିଜେଡି)
ଧର୍ମଶାଳା: ପ୍ରଣବ ବଳବନ୍ତରାୟ (ବିଜେଡି)
ଚମ୍ପୁଆ: ମୀନାକ୍ଷି ମହାନ୍ତ (ବିଜେଡି)
ବଡଚଣା: ଅମର ଶତପଥୀ (ବିଜେଡି)
ଝରିଗାଁ: ପ୍ରକାଶ ମାଝି (ବିଜେଡି)
Comments are closed.