ମୁମ୍ୱାଇ : ଆଇପିଏଲ ୨୦୨୨ ବାୟୋ ବବଲରେ ଥାଇ ବି ଖୁବ ମସ୍ତି କରୁଛନ୍ତି ଖେଳାଳି । ଏପ୍ରିଲ ୨୭ରେ RCBର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ମ୍ୟାରେଜ୍ ପାର୍ଟିରେ ଟିମର ଖେଳାଳିମାନେ ଧୂମ ମସ୍ତି କରିଛନ୍ତି ।
ତେବେ ଷ୍ଟାର କ୍ରିକେଟର ବିରାଟ କୋହଲି ମଧ୍ୟ ପାର୍ଟିର ଭରପୁର ମଜ୍ଜା ନେଇଥିଲେ । ବ୍ଲାକ କୁର୍ତ୍ତା ପିନ୍ଧି ଆସିଥିଲେ କୋହଲି । ସେ ଶାହବାଜ ଅହମ୍ମଦ ଏବଂ RCB ଅଧିନାୟକ ଫାପ୍ ଡୁପ୍ଲେସିଙ୍କ ସହ ଖୁବ ମସ୍ତି ମଧ୍ୟ କରିଛନ୍ତି । ଆଉ ବିରାଟ ଡ୍ୟାନ୍ସ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
Virat Kohli & Shabaz Dancing ??
Virat Looking So Happy ♥️@imVkohli@RcbianOfficial @RCBTweets#ViratKohli #RCB #Shabazahmed #ViratKohli? pic.twitter.com/UzX1UKV2Bd— Prajwal (@Prajwal2742) April 27, 2022
ଆଉ ବିରାଟ ଡ୍ୟାନ୍ସ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
Comments are closed.