Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୁଷ୍ପା ପିଲ୍ମର ସୁପରହିଟ୍ ଗୀତରେ କୋହଲିଙ୍କ ମସ୍ତି ଭିଡିଓ ଭାଇରାଲ

ମୁମ୍ୱାଇ : ଆଇପିଏଲ ୨୦୨୨ ବାୟୋ ବବଲରେ ଥାଇ ବି ଖୁବ ମସ୍ତି କରୁଛନ୍ତି ଖେଳାଳି । ଏପ୍ରିଲ ୨୭ରେ RCBର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ମ୍ୟାରେଜ୍ ପାର୍ଟିରେ ଟିମର ଖେଳାଳିମାନେ ଧୂମ ମସ୍ତି  କରିଛନ୍ତି  ।

ତେବେ ଷ୍ଟାର କ୍ରିକେଟର ବିରାଟ କୋହଲି ମଧ୍ୟ ପାର୍ଟିର ଭରପୁର ମଜ୍ଜା ନେଇଥିଲେ । ବ୍ଲାକ କୁର୍ତ୍ତା ପିନ୍ଧି ଆସିଥିଲେ କୋହଲି । ସେ ଶାହବାଜ ଅହମ୍ମଦ ଏବଂ RCB ଅଧିନାୟକ ଫାପ୍ ଡୁପ୍ଲେସିଙ୍କ ସହ ଖୁବ ମସ୍ତି ମଧ୍ୟ କରିଛନ୍ତି । ଆଉ ବିରାଟ ଡ୍ୟାନ୍ସ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଆଉ ବିରାଟ ଡ୍ୟାନ୍ସ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Leave A Reply

Your email address will not be published.