ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ଗାଁ ରାଧାକୃଷ୍ଣ ମଠର ମଠାଧିଶ ବାବା କୃଷ୍ଣଚନ୍ଦ୍ର ଦାଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବାବାଙ୍କ ସମ୍ପର୍କୀୟ ଦୁଇ ପୁତୁରା ଅମିତ ଓରଫ ଶମ୍ଭୁ ଭୂଷଣ ମିଶ୍ର ଓ ମିଥୁନ ଓରଫ ଡୋଳାମଣି ମିଶ୍ର ବାବାକୁ ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ । ସମ୍ପତ୍ତି ଲୋଭରୁ ବାବା କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମଠରେ ଶୋଇଥିବା ଅବସ୍ଥାରେ ବାବାଙ୍କୁ ଗତ ୩ ତାରିଖରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ ଦୁଇ ସମ୍ପର୍କୀୟ ପୁତୁରା ।
BREAKING NEWS
- Trump’s emergency tariffs are illegal: ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଶୁଳ୍କ ନୀତିକୁ ବେଆଇନ ଘୋଷଣା
- ବଜେଟ୍ ୨୦୨୬-୨୭: ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ
- “ସମୃଦ୍ଧ କୃଷକ” ପାଇଁ ୬ ହଜାର ୮୮ କୋଟି
- ଭାରତର ଷ୍ଟାର ଅଲରାଉଣ୍ଡର କହିଲେ ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି
- ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ;କହିଲେ-ଅନ୍ୟାୟ ବିରୁଦ୍ଧରେ…
- ପତ୍ନୀ ଈଶାନୀଙ୍କଠାରୁ ଅଲଗା ହେବେ କ୍ରିକେଟର ରାହୁଲ ଚହର
- ବଜେଟରେ ସ୍ବାସ୍ଥ୍ୟସେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ
- ରାଜ୍ୟ ବଜେଟ୍ ୨୦୨୬-୨୭; ରାଜ୍ୟରେ ଖୋଲିବ ଆଉ ୪ ନୂଆ ବିଶ୍ବ ବିଦ୍ୟାଳୟ
- ରାଜ୍ୟ ବଜେଟ୍ ୨୦୨୬-୨୭ : ୧୫ଶହ ଏକରରେ ହେବ “ଶାମୁକା ପ୍ରକଳ୍ପ”
- ବଜେଟ୍ରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା: ବିଏ ପାସ୍ କଲେ ଝିଅଙ୍କୁ ମିଳିବ ଏତିକି ଟଙ୍କା…
Comments are closed.