ଭୁବନେଶ୍ୱର: ମହାବାତ୍ୟା ଫନି ରାଜଧାନୀ ଛୁଉଁଛୁଉଁ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଭୂମିଷ୍ଠ ହୋଇଛି ଜଣେ ଶିଶୁ କନ୍ୟା । ବାହାରେ ଯେତେବେଳେ ୧୦୦ରୁ ଅଧିକ ବେଗରେ ବର୍ଷା-ପବନ, ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ପଡ଼ୁଛି, ବିଜୁଳି ଯୋଗାଯୋଗ ବ୍ୟାହତ, ଚ୍ୟାନେଲ୍ରେ ନୋ ସିଗ୍ନାଲ୍… ଠିକ୍ ସେତିକିବେଳେ ମଂଚେଶ୍ୱର ରେଳବାଇ ହସ୍ପିଟାଲରେ ଶୁଭିଛି କୁଆଁକୁଆଁ; ଜନ୍ମ ହୋଇଛି ଏକ ଶିଶୁ କନ୍ୟା । ଦିନ ୧୧:୦୩ରେ ଜନ୍ମ ହୋଇଥିବା ଏହି ଶିଶୁକନ୍ୟାକୁ କୌତୂହଳରେ ସମସ୍ତେ ‘ଲେଡ଼ି ଫନି’ ଡାକୁଥିବା ଦେଖାଯାଇଛି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.