Latest Odisha News

BREAKING NEWS

କଙ୍ଗନାଙ୍କ ଉପରେ ରାଗିଗଲେ ଲାଲୁଙ୍କ ଝିଅ !

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଭୀଷଣ ରାଗି ଯାଇଛନ୍ତି । ଏପରି କି ସେ ସୋସିଆଲ ସାଇଟରେ ତାଙ୍କୁ ପରୋକ୍ଷରେ ପାଗେଳୀ ଏବଂ ଅନ୍ଧ ବୋଲି କହିଛନ୍ତି । କଙ୍ଗନା ରାଜ୍ୟସଭା ଯିବା ପାଇଁ ସରକାରଙ୍କ ଦଲାଲି କରୁଛନ୍ତି । ତାଙ୍କୁ ଜେଲ ପଠାଇଦେବା ଉଚିତ ବୋଲି ରୋହିଣୀ କହିଛନ୍ତି ।

ତେବେ ସେ ରାଗିବା ପଛର ପ୍ରକୃତ କାରଣ ହେଲା ଗଙ୍ଗା ନଦୀରେ ଭାସୁଥିବା ଏବଂ ନିକଟରେ ପେତା ଯାଇଥିବା ଶବକୁ ନେଇ ଏବେ ରାଜନୀତି ଜୋର ଧରିଛି । ଗଙ୍ଗାରେ ଭାସୁଥିବା ଶବ ନାଇଜେରିଆଙ୍କର ଲୋକ ବୋଲି କଙ୍ଗନା ଟୁଇଟ କରିଥିଲେ । ଯାହା କୁ ନେଇ ରୋହିଣୀ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ ।

Leave A Reply

Your email address will not be published.