Latest Odisha News

BREAKING NEWS

ଲଦାଖରେ ଆଉ ସପ୍ତାହେ ବଢିଲା କରୋନା କର୍ଫ୍ୟୁ

ଲଦାଖ: କରୋନା ମହାମାରୀର ସଂକ୍ରମଣକୁ ରୋକିବା ଲାଗି ଲଦାଖରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଆସନ୍ତା ସପ୍ତାହ ଅର୍ଥାତ୍‌ ମେ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ ରବିବାର ସୁଦ୍ଧା ଲଦାଖର କରୋନା ପଜିଟିଭ କେସ୍‌ ୧୬,୩୩୩ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୫ ରେ ପହଞ୍ଚିଛି।

Leave A Reply

Your email address will not be published.