ଲିଡ୍ସ: ଇଂଲଣ୍ଡର ଖ୍ୟାତନାମା ଫୁଟବଲ ଖେଳାଳି ନର୍ମାନ ହଂଟରଙ୍କ ଜୀବନ ନେଇଛି କିଲର କରୋନା । ୭୬ ବର୍ଷୀୟ ଏହି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟୃାବସ୍ଥ ବିଗିଡି ଥିଲା । ଏପ୍ରିଲ ୧୦ରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସମସ୍ତ ଉଦ୍ୟମ କରାଯିବା ସତ୍ୱେ ତାଙ୍କୁ ବଂଚାଯାଇ ପାରି ନ ଥିଲା । ବାଇଟ୍ସ ୟୋର ଲେଗ୍ସ ନିକ ନେମ୍ ପାଇଥିବା ନର୍ମାନ ଲିଡ୍ସ କ୍ଲବ ପକ୍ଷରୁ ଦୀର୍ଘଦିନ ଖେଳିଥିଲେ ।
୧୪ ବର୍ଷ କ୍ୟାରିୟରରେ ସେ ତାଙ୍କ କ୍ଲବକୁ ୨ ଥର ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଇଂଲଣ୍ଡର ୧୯୬୬ ବିଶ୍ୱକପ ବିଜୟୀ ଦଳର ମଧ୍ୟ ସେ ସଦସ୍ୟ ଥିଲେ । ଲିଡ୍ସ କ୍ଲବ ପ୍ରତି ନର୍ମାନଙ୍କ ଯୋଗଦାନକୁ ଭୁଲାଇ ହେବ ନାହିଁ । ସେ ସର୍ବଦା ଅନ୍ୟ ଖେଳାଳିମାନଙ୍କ ପାଇଁ ପ୍ରେରଣା ହେବେ ବୋଲି କ୍ଲବ ପକ୍ଷରୁ କୁହାଯାଇଛି ।
BREAKING NEWS
- ନିଯୁକ୍ତି ମେଳା: ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ହୀରାକୁଦ ଜଳଭଣ୍ଡାର ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲିଲା, ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
- ଉତ୍ତର ଓଡିଶାରେ ପୁଣି ବନ୍ୟାସ୍ଥିତି, ପାଣି ଘେରରେ ତଳିଆ ଅଞ୍ଚଳ
- ୧୦୦ ପୋଲିସ ଓ ୫୦୦ ଅତିଥିଙ୍କ ଗହଣରେ କାମ୍ବୋଡିଆ ପ୍ରେମିକାଙ୍କୁ ବାହା ହେଲେ ହରିୟାଣାର ଗ୍ୟାଙ୍ଗଷ୍ଟର
- Plane Crash: ନିଆଁ ପିଣ୍ଡୁଳା ପାଲଟିଲା ବିମାନ! ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜଳି ପାଉଁଶ ହୋଇଗଲେ ସମସ୍ତେ!
- Sprout chana chaat: ସକାଳ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍ସ-ଚଣା ଚାଟ୍, ଚଟପଟା ସ୍ୱାଦ ସହ ମିଳିବ ଭରପୂର ପ୍ରୋଟିନ୍…
- PM In Bhajan Clubbing: ଭଜନର ତାଳରେ ତାଳି, ହାତରେ ଡଫଲି; ଦିଲ୍ଲୀରେ ‘ଭଜନ କ୍ଲବିଂ’ରେ ଝୁମିଲେ ପିଏମ୍ ମୋଦି
- Middle East war: ୭ ଦିନରେ ହର୍ମୁଜ୍ ଖୋଲିବ ଇରାନ୍! ଆମେରିକା ଆଗରେ ରଖିଲା ପ୍ରସ୍ତାବ; ଟ୍ରମ୍ପ-ଜିନପିଙ୍ଗ୍ ଆଲୋଚନାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ
- Odisha Flood Fury: ଅବପାତ ନା ବାତ୍ୟା? ଲ୍ୟାଣ୍ଡଫଲ୍ର ୪୦ ଘଣ୍ଟା ପରେ ବି ଓଡ଼ିଶାରେ ତାଣ୍ଡବ, ୪୦୦ ମିମି ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା
- Jaishankar blasts Pak: ଚୋର ମୁହଁ ଟାଣ! ଆତଙ୍କବାଦକୁ ନେଇ ପ୍ରଶ୍ନ କଲା ପାକିସ୍ତାନ…ଏମିତି ଜବାବ ଦେଲେ ଜୟଶଙ୍କର ପୁରା ପାଟି ଚୁପ୍…

Comments are closed.