Latest Odisha News

BREAKING NEWS

ଭାଷା ଭାଗବତ : ଆମର ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପୁନର୍ଲିଖନ କରି କରି
ସମୟ ଯାଏ ଯଦି ସରି
କେବେ କରିହୁଏନି ଚିଂତା
ଆମର ଏପରି ଅବସ୍ଥା

ଆମ ବ୍ୟତୀତ କିଏ ଦାୟୀ ?
କେହି ତ କହଂତୁ ବୁଝାଇ
ନିଜ ଭାବନା ପ୍ରତି ଭୟ
ରହିଲେ ଘଟେ ପରାଜୟ

ଏମିତି ବହୁ ନୀତିବାଣୀ
ପଢ଼ି ଅଥବା କେବେ ଶୁଣି
ହେଉଛୁଁ କିଆଁ ଆତ୍ମହରା ?
କରୁଁ ତ ପଚରା ଉଚୁରା

ଆମର ବୌଦ୍ଧିକ ଆଳସ୍ୟ
କରୁଛି ଆମ ସତ୍ତା ନାଶ

 

Leave A Reply

Your email address will not be published.