Latest Odisha News

BREAKING NEWS

ରାଜଧାନୀରେ ଲକଡାଉନ ପ୍ରଭାବ, ଦେଖନ୍ତୁ ଚିତ୍ରରେ

ଭୁବନେଶ୍ୱର: କରୋନା ପାଇଁ ସାରା ଦେଶରେ ଲକଡାଉନ । ଗାଁ ଠୁ ସହର ସବୁଆଡେ ଖାଁ ଖାଁ। ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ । ସବୁଆଡେ ଲୋକଶୂନ୍ୟ। ୨୪ ଘଣ୍ଟା ବ୍ୟସ୍ତବହୁଳ ରହୁଥିବା ରାଜଧାନୀରେ ମଧ୍ୟ ସମାନ ଅବସ୍ଥା। ରାସ୍ତାଘାଟ ଜନଶୂନ୍ୟ। ଆବଶ୍ୟକୀୟ ସାମଗ୍ରୀ ଦୋକାନ ପାଖରେ କିଛି ଲୋକଙ୍କ ସମାଗମ।

କିଭଳି ରହିଛି ଲକଡାଉନ ସମୟରେ ରାଜଧାନୀର ଦୃଶ୍ୟ, ଦେଖନ୍ତୁ ଚିତ୍ରରେ

ଲକଡାଉନ ସମୟରେ ରାସ୍ତା କଡରେ ଥିବା ଲୋକମାନେ ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି:

ଘର ବାହୁଡ଼ା

ଜୟଦେବ ବିହାର

କଳିଙ୍ଗ ଷ୍ଟାଡିୟମ ରାସ୍ତା

ମାଛ ମାର୍କେଟ:

ଜାତୀୟ ରାଜପଥ:

Comments are closed.