Latest Odisha News

BREAKING NEWS

ମେ ୩ ଯାଏଁ ବଢିଲା ଲକ୍ ଡାଉନ ଅବଧି

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ଆଜି ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍ ଡାଉନର ଆଜି ଶେଷ ଦିନ ଥିଲା ।

ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଲକ୍ ଡାଉନ ବଢାଇବା ନେଇ ସବୁ ଭାରତୀୟଙ୍କ ସମ୍ମତି ରହିଛି । ସମୟ ପୂର୍ବରୁ ଭାରତରେ ଲକ୍ ଡାଉନ ଘୋଷଣା ହୋଇଥିବାରୁ ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ରହିଛି ।

Leave A Reply

Your email address will not be published.