କର୍ଣ୍ଣାଟକରେ ବଢିଲା ଲକ୍ଡାଉନ୍
କର୍ଣ୍ଣାଟକ: କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କର୍ଣ୍ଣାଟକରେ ବି ବଢୁଛି ସଂକ୍ରମଣ । । ସୁରକ୍ଷା ଦୃଷ୍ଟିିରେ ରଖି ସେଠାରେ ଜୁନ୍ ୭ଯାଏ ଲକ୍ଡାଉନ ଅବଧି ବଢାଇ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ରାଜ୍ୟବ୍ୟାପୀ କଟକଣାକୁ ଆହୁରି ୧ ସପ୍ତାହ ଯାଏଁ ବୃଦ୍ଧି…