Latest Odisha News

BREAKING NEWS

ଲକଡାଉନ: କଟକର ଇଲେକ୍ଟ୍ରିସିଆନ ଓ ପ୍ଲମ୍ବରଙ୍କ ଯୋଗାଯୋଗ ନମ୍ବର ପ୍ରକାଶ କଲା ସିଏମସି

କଟକ: ଲକଡାଉନ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସେବାକୁ କୋହଳ କରିଛି କଟକ ମ୍ୟୁନିସିପାଲିଟି କର୍ପୋରେସନ୍ । କଟକ ମ୍ୟୁନିସିପାଲିଟି କର୍ପୋରେସନ କିଛି , ପ୍ଲମ୍ବର ଏବଂ ଏସି ଟେକ୍ନିସିଆନଙ୍କ ଯୋଗାଯୋଗ ବିବରଣୀ ପ୍ରକାଶ କରିଛି ।

ନିମ୍ନରେ ପ୍ରକାଶ କରାଗଲା ସମ୍ପୂର୍ଣ୍ଣ ତାଲିକା:

Leave A Reply

Your email address will not be published.