Latest Odisha News

ଲୋକସଭା ଆସନ: ବିଜେଡି ଓ ବିଜେପିରୁ କିଏ ପ୍ରାର୍ଥୀ ହୋଇଛନ୍ତି?

ଭୁବନେଶ୍ୱର: ବିଜେପି ପରେ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା। ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଜେପି କେବଳ 18 ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ରାଜ୍ୟରେ ରାଜନୈତିକ ବାତାବାରଣ ଅନୁଯାୟୀ ଦୁଇ ପୁରୁଣା ବନ୍ଧୁ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି। ଏବେ ନଜର ପକାନ୍ତୁ ଲୋକସଭା ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନଜର ଉପରେ।

ଲୋକସଭା ଆସନ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀ
ଭୁବନେଶ୍ୱର ମନ୍ମଥ ରାଉତରାୟ ଅପରାଜିତା ଷଡ଼ଙ୍ଗୀ
ପୁରୀ ଅରୂପ ପଟ୍ଟନାୟକ ସମ୍ବିତ ପାତ୍ର
କଟକ ସଂତୃପ୍ତ ମିଶ୍ର Announcement Pending
ସମ୍ବଲପୁର ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ର ପ୍ରଧାନ
ମୟୂରଭଞ୍ଜ ସୁଦାମ ମାରାଣ୍ଡି ନବ ଚରଣ ମାଝୀ
ବରଗଡ ପ୍ରଦୀପ ପୁରୋହିତ Announcement Pending
ସୁନ୍ଦରଗଡ ଦିଲ୍ଲୀପ ତିର୍କି ଜୁଏଲ ଓରାମ
କେନ୍ଦୁଝର ଅନନ୍ତ ନାୟକ  Announcement Pending
ଭଦ୍ରକ ଅଭିମନ୍ୟୁ ସେଠୀ  Announcement Pending
ବାଲେଶ୍ୱର ପ୍ରତାପ ଷଡ଼ଙ୍ଗୀ  Announcement Pending
ଢେଙ୍କାନାଳ ଅଭିମନ୍ୟୁ ସାମଲ ରୁଦ୍ର ନାରାୟଣ ପାଣି
ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ  Announcement Pending
କଳାହାଣ୍ଡି ଲମ୍ବୋଧର ନିଆଲ ମାଲଭିକା କେଶରୀ ଦେଓ
ନବରଙ୍ଗପୁର ପ୍ରଦୀପ ମାଝୀ ବଳଭଦ୍ର ମାଝୀ
କେନ୍ଦ୍ରାପଡ଼ା ଅଂଶୁମାନ ମହାନ୍ତି ବୈଜୟନ୍ତ ପଣ୍ଡା
ଆସ୍କା ରଞ୍ଜିତା ସାହୁ ଅନୀତି ଶୁଭଦର୍ଶିନୀ
ବ୍ରହ୍ମପୁର ପ୍ରଦୀପ ପାଣିଗ୍ରାହୀ
କୋରାପୁଟ କୈଶଲ୍ୟା ହିକକା କାଲିରାମ ମାଝୀ
ଜଗତସିଂହପୁର ରାଜଶ୍ରୀ ମଲ୍ଲିକ ବିଭୁ ତରାଇ
ଯାଜପୁର ଶର୍ମିଷ୍ଠା ସେଠୀ  Announcement Pending
କନ୍ଧମାଳ ଅଚ୍ୟୁତ ସାମନ୍ତ  Announcement Pending

 

 

 

 

 

Leave A Reply

Your email address will not be published.