Latest Odisha News

BREAKING NEWS

ATM ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଅଭିଯୋଗ

ସୁନ୍ଦରଗଡ଼: ରାତିରେ ମାତିଲେ ଲୁଟେରା । ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ସଵଡେଗା ସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି । ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତ ଏହି ଲୁଟ୍ ଉଦ୍ୟମ କରିଥିଲେ । ତେବେ ଡକାୟତ ଏଟିଏମରୁ ଟଙ୍କା ଲୁଟିବାରେ ସଫଳ ହୋଇ ନଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ତଦନ୍ତ ଚଳାଇଛି ।

Leave A Reply

Your email address will not be published.