Latest Odisha News

BREAKING NEWS

ଏହି ରାଜ୍ୟରେ ବି କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ପାଇଲେ ସାମ୍ବାଦିକ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସରକାର ସୋମବାର ଦିନ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ୍‌ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି “କୋଭିଡ୍‌ ମହାମାରୀ” ସମୟରେ ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଜନସମ୍ପର୍କ ବିଭାଗର ଅଧିକାରୀଙ୍କ ଅନୁଯାୟୀ ବର୍ତ୍ତମାନ ପ୍ରାୟ ୪,୦୦୦ ସାମ୍ବାଦିକ ରାଜ୍ୟ ସରକାରଙ୍କ ନିକଟରେ ସ୍ୱୀକୃତିପ୍ରାପ୍ତ।

Leave A Reply

Your email address will not be published.