Latest Odisha News

BREAKING NEWS

କ୍ୱାରେଣ୍ଟାଇନରେ ତେଲୁଗୁ ଷ୍ଟାର୍‌ ମହେଶ ବାବୁ

ହ୍ରାଇଦ୍ରାବାଦ: କ୍ୱାରେଣ୍ଟାଇନରେ ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁ। ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ଷ୍ଟାଇଲିଷ୍ଟଙ୍କ କରୋନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ମହେଶ ବାବୁ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ଅଛନ୍ତି।

ରିପୋର୍ଟରୁ ଜଣାପଡିଛି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସାର୍କରୁ ଭାରୀ ପାଟାଙ୍କର ଅନେକ କ୍ରୁ ସଦସ୍ୟ ଏହି ଭୂତାଣୁ ସଂକ୍ରମିତ ହୋଇଥିଲେ।

Comments are closed.