Latest Odisha News

BREAKING NEWS

ଇସ୍ତଫା ଦେଲେ ଟିଏମସିର ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଆଜି ତୃଣମୂଳ କଂଗ୍ରେସର ସିନିୟର ନେତା ଦୀନେଶ ତ୍ରିବେଦୀ ରାଜସଭାରୁ ଇସ୍ତଫା ଦେଇଛନ୍ତି । ଏହା ମମତା ବାନାର୍ଜୀଙ୍କ ପ୍ରତି ଏକ ବଡ ଧକ୍କା ସଦୃଶ । ମୁଁ ଅଣ ନିଃଶ୍ୱାସୀ ହୋଇ ପଡିଥିଲି । ରାଜ୍ୟରେ ହିଂସା ରୋକିବାରେ ବ୍ୟକ୍ତିଗତ ଭାବେ ବିଫଳ । ଆମେ ଜାଣୁଛୁ ଅତ୍ୟାଚାର ହେଉଛି କିନ୍ତୁ କିଛି କରିପାରୁ ନ ଥିଲୁ । ଏବେ ବେଙ୍ଗଲର ଲୋକଙ୍କ ସହିତ ରହିବି ।

ଟିଏମସିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଆଶା କରାଯାଉଛି । ଏହ ନେଇ ଲୋକସଭା ସାଂସଦ ସୌଗାତ ରାୟ କିଛି କହିବାକୁ ମନା କରି ଦେଇଛନ୍ତି । ଦୀନେଶଙ୍କ ସ୍ଥାନରୁ ତୃଣମୂଳ ସ୍ତରର ଜଣେ ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୁଖେନ୍ଦୁ ରାୟ କହିଛନ୍ତି ।

Leave A Reply

Your email address will not be published.