ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।
BREAKING NEWS
- Subhadra Yojana: ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ, ଜାନୁଆରୀ ୧୮ ପରିବର୍ତ୍ତେ ଏହି ଦିନ ମିଳିବ ସୁଭଦ୍ରା ଟଙ୍କା..
- ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଏନସିସି କ୍ୟାଡେଟ୍, କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ହାତରେ..
- Mrunal Dhanush Wedding Rumours: ଧନୁଷଙ୍କ ସହ ବିବାହ ଗୁଜବ ମଧ୍ୟରେ ଏମିତି ଭିଡ଼ିଓ ପୋଷ୍ଟ କଲେ ମୃଣାଲ ଠାକୁର…କିଛି ମିନିଟ୍ ମଧ୍ୟରେ ହେଲା ଭାଇରାଲ
- ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ
- Rajkummar Rao Baby Girl: ନିଜ ଝିଅକୁ ମାତା ପାର୍ବତୀଙ୍କ ନାମ ଦେଇଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା, ଏମିତି ପ୍ରଶଂସକଙ୍କ ସହ କରାଇଲେ ପରିଚୟ…
- Protests Against Trump: “ସହିବୁନି ଟ୍ରମ୍ପଙ୍କ ଜବରଦସ୍ତି”, ରାସ୍ତାକୁ ଓହ୍ଲାଇଲେ ଆମେରିକା ବିରୁଦ୍ଧରେ କ୍ରୋଧିତ ଗ୍ରୀନଲ୍ୟାଣ୍ଡବାସୀ…
- ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
- Swami Avimukteshwaranand: ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ, ମାଡ଼ ମାରିବା ଅଭିଯୋଗ ଆଣିଲେ ଶିଷ୍ୟ…
- ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
- କିମ୍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର
Comments are closed.