ନୂଆଦିଲ୍ଲୀ: ମନୋଜ ବାଜପେୟୀ, ଦିଲଜିତ ଦୋସାଞ୍ଜ ଏବଂ ଫାତିମା ସାନା ଶେଖଙ୍କ ‘ସୁରଜ୍ ପେ ମଙ୍ଗଲ ଭାରୀ’ ଚଳଚ୍ଚିତ୍ର ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଦିୱାଲୀରେ ଦେଶର ସିନେମା ହଲ୍ରେ ପ୍ରଦର୍ଶିତ ହେବ। ୯୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ହେଉଛି ଏକ ବିବାହ ଗୁପ୍ତଚରଙ୍କ କାହାଣୀ। ଏହି ଚଳଚ୍ଚିତ୍ରରେ ଅନ୍ନୁ କପୁର, ମନୋଜ ପହୱା, ସୀମା ପହୱା, ସୁପ୍ରିୟା ପିଲଗାଓଁକର, ନେହା ପେଣ୍ଡସେ, ମନୁଜ ଶର୍ମା, ନୀରଜ ସୁଦ, ଅଭିଷେକ ବାନାର୍ଜୀ, ବିଜୟ ରାଜ, କରିସ୍ମା ତନ୍ନା ଏବଂ ବଂଶିକା ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
BREAKING NEWS
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
Comments are closed.