ମୁମ୍ବାଇ:ପ୍ରେମ ଜାହିର କରିବା ଶୈଳୀ ସମସ୍ତଙ୍କର ଭିନ୍ନ ହୋଇଥାଏ । ଏହି ଧାରାରେ ସାମିଲ ହୋଇଛନ୍ତି ଭାରତର ପ୍ରତିଷ୍ଠିତ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ । ସେ ତାଙ୍କ ଦ୍ୱିତୀୟ ଆନିଭର୍ସରୀରେ ପତ୍ନୀ ଅଙ୍କିତା କନୱରଙ୍କୁ କୋଳେଇ ଧରି ୩୦୦ ତମ ଫ୍ଲୋର ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏହା ବିଶ୍ୱାସ ନ ହେଲେ ମଧ୍ୟ ସତ । ଏଥିପାଇଁ ମିଲିନ୍ଦଙ୍କୁ ୨ଘଂଟା ୧୦ ମିନିଟ ସମୟ ଲାଗିଥିଲା ।
ଅଙ୍କିତା ପୂର୍ବରୁ ଏହି କଥା ପରୋକ୍ଷରେ ମିଲିନ୍ଦଙ୍କୁ କହିଥିଲେ । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି । ଉଭୟ ସମୟ କାଟିବା ଏବଂ ଆନିଭର୍ସରୀକୁ ସ୍ମରଣୀୟ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ୫୪ ବର୍ଷୀୟ ମିଲିନ୍ଦ ୨୦୧୮ ଏପ୍ରିଲ ୨୨ରେ ଅଙ୍କିତାଙ୍କୁ ବିବାହ କରିଥିଲେ ।
BREAKING NEWS
- Town Hall Event: ଓଡ଼ିଶା ରାଜନୀତି ଓ ଅର୍ଥନୀତିରେ ‘ବିକଳ୍ପ’ର ସନ୍ଧାନ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଟାଉନ ହଲ୍’
- Joins BJP: ‘ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ,ସୁଶାସନ ଦେଇ ପାରିବନି’;ପଦ୍ମ ଧରିବା ପରେ ରବୀନ୍ଦ୍ରଙ୍କ ଆଟାକ୍
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
Comments are closed.