ୱାଶିଂଟନ୍: ମିଆଁମାରରେ ସାମରିକ ଆକ୍ରମଣକୁ ନେଇ ଫେସବୁକ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫେସବୁକ ଶୁକ୍ରବାର ଦିନ କହିଛି ଯେ ଏହା ମିଆଁମାର ସୈନ୍ୟଙ୍କ ଦ୍ୱାରା ପରିଚାଳିତ ପ୍ରୋଫାଇଲ ଏବଂ ସମସ୍ତ ବିଷୟବସ୍ତୁ ବଣ୍ଟନ ହ୍ରାସ କରିବ। ଏହା ମଧ୍ୟ କହିଛି ଯେ ଏହି ସାମଗ୍ରୀ ମାଧ୍ୟମରେ ଫେବୃଆରୀ ୧ରେ ହୋଇଥିବା ସାମରିକ ଆକ୍ରମଣ ପରେ ଗିରଫ ହୋଇଥିବା ନେତାଙ୍କ ପାଇଁ ଭୁଲ ତଥ୍ୟ ପ୍ରଚାର କରାଯାଉଛି। ଜଣେ ଫେସବୁକ ମୁଖପାତ୍ର କହିଛନ୍ତି ଯେ ତାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ନିଷେଧ ନୁହେଁ କିନ୍ତୁ ଉଦ୍ଦେଶ୍ୟ ହେଉଛି ଏହି ସାମଗ୍ରୀ ଦେଖିପାରୁଥିବା ଲୋକଙ୍କ ସଂଖ୍ୟାକୁ ସୀମିତ ରଖିବା।
BREAKING NEWS
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
Comments are closed.