Latest Odisha News

BREAKING NEWS

Browsing Tag

Facebook

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଫେସବୁକ୍ ପୋଷ୍ଟ, ଚାକିରିରୁ କାଢ଼ିଦେଲେ ସିଦ୍ଦରମୈୟା

ବେଙ୍ଗଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଛି । ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ,…

ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଧରିଲେ ପତ୍ନୀ, ତା’ପରେ…

ନୂଆଦିଲ୍ଲୀ: ସ୍ୱାମୀଙ୍କ ପରିକୀୟ ପ୍ରୀତି ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଦେଖିବା ପରେ ଫେସବୁକରେ ଭିଡିଓ ଲାଇଭ୍ କରି ଦେଇଥିଲେ । ଯାହାପରେ ତାଙ୍କ ସ୍ୱାମୀ ମହିଳାଙ୍କୁ ଚାପୁଡ଼ା…

ଫେସ୍‌ବୁକ୍‌ର ବଡ ଘୋଷଣା; ବନ୍ଦ ହୋଇଯିବ ଫେସିଆଲ୍‌ ରେକଗ୍‌ନିସନ୍‌ ସିଷ୍ଟମ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସବୁକ ମଙ୍ଗଳବାର ଘୋଷଣା କରିଛି ଯେ ଏହାର ଫେସିଆଲ୍‌ ରେକଗ୍‌ନିସନ୍‌ ସିଷ୍ଟମ ବନ୍ଦ କରୁଛି। ଫେସବୁକର ଉପ-ସଭାପତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜେରୋମ ପେସେଣ୍ଟି ଏହି ଘୋଷଣା କରିଛନ୍ତି। ପେସେଣ୍ଟିଙ୍କ ବିବୃତ୍ତି ଅନୁଯାୟୀ, ଲୋକମାନେ ଆଉ ଫଟୋ…

ଫେସବୁକ ନିଜ କମ୍ପାନୀର ନାଁକୁ ପରିବର୍ତ୍ତନ କରି ‘ମେଟା’ ରଖିବାକୁ ଘୋଷଣା

ସାନ୍ ଫ୍ରାନ୍ସିସ୍କୋ: ସୋସିଆଲ ମିଡ଼ିଆ ଜଗତରେ ଅଧିକ ସକ୍ରିୟ ଥିବା ଫେସବୁକ ନିଜ କମ୍ପାନୀର ନାଁ ବଦଳାଇଛି। ଫେସବୁକ ମୂଳ କମ୍ପାନୀର ନାମକୁ ବଦଳାଇ ମେଟା ରଖିବାକୁ ସିଇଓ କୁଜରବର୍ଗ ଘୋଷଣା କରିଛନ୍ତି। ଗତକିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ କରିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।…

ବଦଳିଯିବ ଫେସ୍‌ବୁକ୍‌ର ନାଁ!

ନୂଆଦିଲ୍ଲୀ: ଫେସବୁକ୍ ଇନ କମ୍ପାନୀକୁ ଏକ ନୂତନ ନାମ ସହିତ ଏହାକୁ ରିବ୍ରାଣ୍ଡ୍‌ କରିବାକୁ ଯୋଜନା କରୁଛି। ରିପୋର୍ଟ ଅନୁଯାୟୀ ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ…

ପୁଣି ୨ ଘଣ୍ଟା ପାଇଁ ଅଚଳ ହୋଇଥିଲା; କ୍ଷମା ମାଗିଲା ଫେସବୁକ୍‌

ନୂଆଦିଲ୍ଲୀ: କ୍ଷମା ମାଗିଲା ଫେସବୁକ୍। ଶୁକ୍ରବାର ଦିନ ସେବାରେ ଆଉ ଦୁଇ ଘଣ୍ଟା ବ୍ୟାଘାତ ଯୋଗୁ ଫେସବୁକ ଉପଭୋକ୍ତାଙ୍କୁ କ୍ଷମା ମାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟାଘାତ ଯୋଗୁ ଫେସବୁକ୍‌ କ୍ଷମା ମାଗିଛି। କମ୍ପାନୀର କହିବାନୁସାରେ, ଏହାର ସୋସିଆଲ…

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ୭ ବିଲିୟନ ଡଲାର କ୍ଷତି ସହିଲା ଫେସବୁକ

ନୂଆଦିଲ୍ଲୀ: ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା। ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି। କମ୍ପାନୀର…

ଦୀର୍ଘ ୬ ଘଣ୍ଟା ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍, ହ୍ୱାଟସଆପ

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଅଚାନକ ଅଚଳ ହୋଇପଡ଼ିଥିଲା। ଦୀର୍ଘ ୬ ଘଣ୍ଟାରେ ଏହା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ପ୍ରାୟ ୬ ଘଣ୍ଟା ଧରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ବନ୍ଦ ହୋଇଯିବା ଯୋଗୁ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ…

୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍

ନୂଆଦିଲ୍ଲୀ: ପୁଣି ଥରେ ଫେସବୁକରୁ ଡାଟା ଲିକ୍ ହୋଇଛି । ୧୦୬ଟି ଦେଶର ୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବା ଜଣାପଡ଼ିଛି । ଏହା ଏକ ହ୍ୟାକିଂ ଫୋରମରେ ଲିକ୍ ହୋଇଛି । ରିପୋର୍ଟ ଅନୁସାରେ ଲିକ୍ ହୋଇଥିବା ଡାଟା ଭିତରେ ୬ ମିଲିୟନ୍ ଭାରତୀୟ ଫେସବୁକ୍ ବ୍ୟବହାରକାରୀଙ୍କ…

ଫେସ୍‌ବୁକ୍‌ ବିରୋଧରେ ଅନ୍‌ଲାଇନ୍‌ ଠକେଇ ଅଭିଯୋଗର ତଦନ୍ତ କରିବାକୁ ଜମ୍ମୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ହାଇକୋର୍ଟ ୟୁଟି କ୍ରାଇମ ଶାଖାକୁ ଫେସବୁକ୍ ଇଣ୍ଡିଆ ଅନ୍ଲାଇନ୍ ସର୍ଭିସେସ୍ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଏବଂ ସେମାନଙ୍କ ବିରୋଧରେ ଅନଲାଇନ୍ ଠକେଇ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ରେଲୱେ…