କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ ଖେଳଦେଶ ବିଦେଶଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Jul 30, 2022 Share ଭୁବନେଶ୍ୱର: କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ମୀରବାଇ ଚାନୁ । ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ମୀରାବାଇ ଚାନୁ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି । ସର୍ବମୋଟ ଚାନୁ ୨୦୧ କେଜି ଭାରା ଉତ୍ତୋଳନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି । CommonwealthGold MedalMirabai Chanu Share
Comments are closed.