ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇନଥିବା ଜଣାପଡିିଛି । ବ୍ୟାଙ୍କ ଲୁଟ୍ ଉଦ୍ୟମ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ବ୍ୟାଙ୍କର ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।
BREAKING NEWS
- New Year 2026: ନବବର୍ଷର ସ୍ୱାଗତରେ ଉତ୍ସବ ମୁଖର ପୁରା ଦେଶ, ଶକ୍ତି ପୀଠରେ ନାହିଁନଥିବା ଭିଡ଼, କାଶୀ-ଅଯୋଧ୍ୟାରେ ୩ କିମି ପର୍ଯ୍ୟନ୍ତ ଲମ୍ବା ଧାଡ଼ି, ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଦର୍ଶନ…
- New Year Wishes: ମହାମହିମଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ଏହି ଅନ୍ଦାଜରେ ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ନେତା…
- Happy New Year 2026: ଇଂରାଜୀ ନବବର୍ଷକୁ ସ୍ୱାଗତ…ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ରାତି ୨ଟାରୁ ଚାଲିଛି ମହାପ୍ରଭୁଙ୍କ ଦର୍ଶନ
- IAS officer Arabinda Padhee: ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ
- Jasipur: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଯଶୀପୁରକୁ ଏନଏସି ମାନ୍ୟତା
- ‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ
- E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା
- ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି
- ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
Comments are closed.