Latest Odisha News
Browsing Tag

Bank Loot

ଫାଙ୍କା ଗୁଳି ଫୁଟାଇ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା

କାମାକ୍ଷାନଗର(ହରେକୃଷ୍ଣ ରାଉତ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟବ୍ୟାଙ୍କରୁ ବଡ ଧରଣର ଲୁଟ୍ ।  ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୧ କୋଟିର ସୁନା ଏବଂ ୫ ଲକ୍ଷ ନଗଦ ଟଙ୍କାଲୁଟି ନେଇଛନ୍ତି ଦୁୃର୍ବୃତ୍ତ । ଦିନ ଦ୍ୱିପହରରେ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ ଲୁଟି ନେଇ…

ବ୍ୟାଙ୍କ ଲୁଟିବାକୁ ଆସିଥିଲେ, ମହିଳା ସିପାହୀଙ୍କଠାରୁ ପାନେ ପାଇ ଧାଇଁ ପଳାଇଲେ

ପାଟଣା: ବ୍ୟାଙ୍କ ଲୁଟ ପାଇଁ ଆସିଥିଲେ ସଶସ୍ତ୍ର ଡକାୟତ । ୩ ଜଣ ଡକାୟତଙ୍କ ହାତରେ ଥିଲା ଭୟଙ୍କର ମାରଣାସ୍ତ୍ର । ଦେଖିଲେ, ମହିଳା ସିପାହୀ ବସିଛନ୍ତି । ତେଣୁ ସହଜରେ ଲୁଟି ନେବେ ବ୍ୟାଙ୍କ । ହେଲେ ଘଟିଲା ଓଲଟା । ଦୁଇ ମହିଳା ସିପାହୀ ଏମାନଙ୍କୁ ଏମିତି ପାନେ ଦେଲେ ଯେ, ବ୍ୟାଙ୍କ ଲୁଟ ନିଶା…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ…

ଲକ୍‌ଡାଉନରେ ଲୁଟେରାଙ୍କ ରାଜ୍‌, ଲୁଟି ନେଲେ ଦେଢ କୋଟି

ପାଟନା :  ଦିନ ହେଉ କି ରାତି । ଘର ହେଉ କି ବ୍ୟାଙ୍କ । ଲକ୍‌ଡାଉନରେ ସବୁଠି ଲୁଟେରାଙ୍କ ରାଜ୍‌ । ସବୁଠି ଚାଲିଛି ଲୁଟ୍ ପାଟ ।  ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଜାରୁଆ ଅଞ୍ଚଳରେ ବ୍ୟାଙ୍କରୁ ଲୁଟେରା ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା ଟଙ୍କା ଲୁଟି…

ଦିନ ଦିପହରରେ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌

ସଇଁତଳା:ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍‌ପାଟ । ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଦେଢଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ସିସିଟିଭି ଫୁଟେଜରୁ ସମସ୍ତ ଲୁଟ୍‌ର ଚିତ୍ର ସ୍ପଷ୍ଟ ହୋଇଛି । ଘଟଣା ଘଟିଛି ସଇଁତଳା ଶାସ୍ତ୍ରୀ ଛକ ନିକଟରେ ।…

ତାଲା ଭାଙ୍ଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ

ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା…

ବନ୍ଧୁକ ମୁନରେ ବ୍ୟାଙ୍କରୁ ୨.୮ ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର: ବନ୍ଧୁମ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ସେ ପୁଣି ବ୍ୟାଙ୍କରୁ । ଏପରି ଘଟଣାଟିଛି ଭୁବନେଶ୍ୱରର ଏକ ବ୍ୟାଙ୍କରୁ । ବନ୍ଧୁକ ଦେଖାଇ ଜଣେ ଦୁର୍ବୃତ୍ତ ୨.୮ ଲକ୍ଷ ଟଙ୍କା ଲୁଟି ନେଇଛି । ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ଣରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, କଲରାହଙ୍ଗା ଶାଖାରେ…