ଛତ୍ରପୁର: ବିଳମ୍ବିତ ରାତିରେ ମାତିଲେ ଲୁଟେରା । ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଲୁଟ୍ ଉଦ୍ୟମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ATMରୁ ଟଙ୍କା ଚୋରି ଉଦ୍ୟମ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ATM ସର୍ଟର ଓ ମେସିନ୍ ତାଡ଼ି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲେ । ତେବେ ଏଟିମଟି କାର୍ଯ୍ୟକ୍ଷମ ନଥିଲା । ଟଙ୍କା ଲୁଟ୍ ହୋଇ ନଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
BREAKING NEWS
- Mohan Charan Majhi: ଲୋକାଭିମୁଖୀ ବଜେଟ ପାଇଁ ଜନସାଧାରଣ କଲେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ
- World Record: ବିଶ୍ଵ ରେକର୍ଡ଼ କଲା ଓଡ଼ିଶା;ଆମେରିକାର ରେକର୍ଡକୁ ଭାଙ୍ଗିଲେ ୭ ଟେରାକୋଟା କାରିଗର
- ବ୍ରୁକଙ୍କ ଶତକ ବଳରେ ସେମିକୁ ଉନ୍ନୀତ ହେଲା ଇଂଲଣ୍ଡ
- ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର
- ଇଣ୍ଟରନେଟରେ ଭାଇରାଲ ହେଉଛି କୁନି ମାଙ୍କଡ଼ ପଞ୍ଚ, ୨ କୋଟି ଅଫର୍…
- ‘Agni Varsha’ at Pokhran:ଭାରତୀୟ ସେନାର ‘ଅଗ୍ନିବର୍ଷା’… ମରୁଭୂମିରେ ଭାରତର ଶକ୍ତି ପ୍ରଦର୍ଶନ
- ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ରିଙ୍କୁ ସିଂ
- ପାଚେରୀ କାନ୍ଥ ଭୁଶୁଡ଼ି ୨ ମୃତ, ୪ ଗୁରୁତର
- ଆନ୍ତର୍ଜାତୀୟ ଟି୨୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପଲା ଭାରୀ
- ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ; ଶୁଭାରମ୍ଭ ହେଲା ‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍
Comments are closed.