Latest Odisha News

BREAKING NEWS

ଡବଲ ସେଞ୍ଚୁରୀ କ୍ଳବରେ ସାମିଲ ହେଲା ଅକ୍ଷୟଙ୍କ ‘ମିଶନ ମଙ୍ଗଲ’

ମୁମ୍ବାଇ: ନିକଟରେ ଇସ୍ରୋ ଦ୍ଵାରା ଚନ୍ଦ୍ରକୁ ଛଡା ଯାଇଥିବା ଚନ୍ଦ୍ରାୟଣ-୨ ଅଳ୍ପକେ ବିଫଳ ହୋଇଯାଇଥିଲେ ମଧ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’ କିନ୍ତୁ ବକ୍ସ ଅଫିସରେ ଧମାକା କରୁଛି । ରିଲିଜ୍ ହେବାର ୪ସପ୍ତାହ ପରେ ମଧ୍ୟ ଏହା ନିଜର ଦବଦବା ଜାରୀ ରଖିଛି।

ଫିଲ୍ମ ‘ମିଶନ ମଙ୍ଗଲ’ ବକ୍ସ ଅଫିସରେ ଫିଲ୍ମଟି ୨୦୦କୋଟି ୧୬ଲକ୍ଷ ବ୍ୟବସାୟ କରିଛି । ୨୦୦କୋଟି କ୍ଲବରେ ସାମିଲ ହୋଇଥିବା ଅକ୍ଷୟ କୁମାରଙ୍କର ଏହା ପ୍ରଥମ ଫିଲ୍ମ ଅଟେ।

ରିଲିଜ ହେବାର ପ୍ରଥମ ପାଞ୍ଚ ଦିନରେ ମିଶନ ମଙ୍ଗଲ ୧୦୦କୋଟି ଟଙ୍କା ଆୟ କରିଥିବା ବେଳେ ୨୯ ଦିନରେ ଏହା ୨୦୦ କୋଟି ପାର କରିଛି ।

ଫ୍ୟାନ ମାନେ ମିଶନ ମଙ୍ଗଲକୁ ଅକ୍ଷୟଙ୍କ ପ୍ରଥମ ଡବଲ ସେଞ୍ଚୁରୀ ବୋଲି କହୁଛନ୍ତି ।

 

Leave A Reply

Your email address will not be published.