Latest Odisha News

BREAKING NEWS

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ୍‌’, ଜାଣନ୍ତୁ ସମୟ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୋଣାର୍କକୁ ଦୈନିକ ୬ଥର ଚଳାଚଳ କରିବ ‘ମୋ ବସ୍‌’।

ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଟ୍ୱିଟ୍ ଅନୁଯାୟୀ ରୁଟ୍ ୫୦ ଓ ରୁଟ୍ ୭୦ରେ ଦୈନିକ ୬ ଥର ଲାଗି ‘ମୋ ବସ୍‌’ ସେବା ଉପଲବ୍ଧ ହେବ ।

Leave A Reply

Your email address will not be published.