ୱାଶିଂଟନ୍: ଆମେରିକାର ବାୟୋଟେକ୍ କମ୍ପାନୀ ମୋଡର୍ନା ଏହାର କରୋନା ଟିକା ଖୁବ୍ ଶୀଘ୍ର ବଜାରକୁ ଆଣିବାକୁ ଯାଉଛି। ଯୁକ୍ତରାଷ୍ଟ୍ରରେ, ୩୦ ହଜାର ସ୍ୱେଚ୍ଛାସେବୀ mRNA-1273 ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ୍ ହେଉଛନ୍ତି। ସୂଚନା ମୁତାବକ ଏହା ଏକ ସ୍ୱେଚ୍ଛାସେବୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ମଡର୍ନା ଟିକା ଗ୍ରହଣ କରିବା ପରେ ଯନ୍ତ୍ରଣା ଓ ଜ୍ୱରରେ ହୋଇଥିବା ଅଭିଯୋଗ କରିଛନ୍ତି।
ଜ୍ୟାକ୍ ମର୍ନିଙ୍ଗଷ୍ଟାର ନାମକ ଜଣେ ସ୍ୱେଚ୍ଛାସେବୀ ଏକ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, “ପ୍ରଥମ ଇଞ୍ଜେକ୍ସନ ନେବା ପରେ ମୁଁ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିଥିଲି। ପରଦିନ ମୁଁ ଟିକେ କ୍ଲାନ୍ତ ଅନୁଭବ କରୁଥିଲି ଏବଂ ଜ୍ୱର ମଧ୍ୟ ହୋଇଥିଲା ଏବଂ ଏହାପରେ ମଧ୍ୟ ଯନ୍ତ୍ରଣା ହୋଇଥିଲା। ”
ତେବେ ସେ ମଡର୍ନାର ଏହି ଟିକା ନେବାକୁ ମଧ୍ୟ ସ୍ୱେଚ୍ଛାସେବୀମାନେ ଅନୁରୋଧ କରିଛନ୍ତି। ଜ୍ୟାକ୍ ମର୍ନିଙ୍ଗଷ୍ଟାର କହିଛନ୍ତି, “ମୁଁ ଭାବୁ ନାହିଁ ଯେ ନିମ୍ନ ଧରଣର ଜ୍ୱର ଏବଂ ଟିକିଏ ଯନ୍ତ୍ରଣା ଦ୍ୱାରା ଆମକୁ ଭୟଭୀତ ହେବା ଉଚିତ୍। ଏହା କିଛି ନୁହେଁ। ଏହି ଟିକା ଉପଲବ୍ଧ ହେବା ପରେ ସମସ୍ତେ ଗ୍ରହଣ କରିବା ଉଚିତ୍। କାରଣ ଏହା ଶେଷରେ ଜୀବନ ରକ୍ଷା କରିବାରେ ସହାୟକ ହେଉଛି।
BREAKING NEWS
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
Comments are closed.