Latest Odisha News

BREAKING NEWS

ଚଳିତ ଆର୍ଥିକ ବର୍ଷରେ ନର୍ମାଣ ହୋଇଛି ୧ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ୨ ଗୁଣରୁ ଅଧିକ ପକ୍କା ଘର । ୧, ୧୪, ୬୪୪ ପକ୍କା ତିଆରି ହୋଇଛି, ଯାହା ଗତ ଆର୍ଥିକ ବର୍ଷଠାରୁ ୨ଗୁଣ ଅଧିକା । ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି ।

ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରୁ ହିତାଧିକାରୀମାନଙ୍କୁ ୮୨୮ କୋଟିର ପ୍ରୋତ୍ସାହନ ରାଶି ଦିଆଯାଇଛି । ଏଥିସହ ୪ ମାସରେ ଗୃହ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ୨୦ ହଜାର ଏବଂ ୬ ମାସରେ ଗୃହ ନିର୍ମାଣ ବ୍ୟକ୍ତିଙ୍କୁ ୧୦ ହଜାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିବା ନେଇ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave A Reply

Your email address will not be published.