Latest Odisha News

BREAKING NEWS

Browsing Tag

Pratap jena

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…

ଭୋଟ୍ ଦେଲେ ହେଭିୱେଟ୍ ମନ୍ତ୍ରୀ

ଭୁବନେଶ୍ୱର: ଭୋଟ୍ ଦେଲେ ମନ୍ତ୍ରୀ । ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଭୋଟ୍ ଦେଇଛନ୍ତି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ୧୧ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ୍ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା…

ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା, ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀରେ ଅସୁସ୍ଥ ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତୁ ଭୁବନେଶ୍ୱରକୁ…

ଓବିସି ସର୍ଭେ ଓ ସଂରକ୍ଷଣକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ଓବିସି ସର୍ଭେ ଓ ସଂରକ୍ଷଣ ପ୍ରସଙ୍ଗରେ ବିଜେପି-ବିଜେଡି ମଧ୍ୟରେ ତେଜିଛି ବାକଯୁଦ୍ଧ । ଆଜି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ଓବିସିଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦%…

ମହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ତଥାପି ପୋଲିସ ହାତ ଖାଲି । ଏହାକୁ ନେଇ ତେଜିଛି ରାଜନୀତି । ବିଜେପି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ନଚେତ ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ…

ଉପନିର୍ବାଚନ ଫଳାଫଳ: ‘କଂଗ୍ରେସ ପରାଜୟ ପଛରେ କଂଗ୍ରେସ ହିଁ ଦାୟୀ’

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିକୁ ମିଳିଛି ବଡ ବିଜୟ । ପରାଜୟର ସାମ୍ନା କରିଛି ବିଜେପି ଓ କଂଗ୍ରେସ । ଦୁଇ ଆସନରେ କଂଗ୍ରେସ ପୁରା ଧରାଶାୟୀ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟର ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ବାଲେଶ୍ୱର ଓ ତିର୍ତୋଲରେ…

ଚଳିତ ଆର୍ଥିକ ବର୍ଷରେ ନର୍ମାଣ ହୋଇଛି ୧ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ୨ ଗୁଣରୁ ଅଧିକ ପକ୍କା ଘର । ୧, ୧୪, ୬୪୪ ପକ୍କା ତିଆରି ହୋଇଛି, ଯାହା ଗତ ଆର୍ଥିକ ବର୍ଷଠାରୁ ୨ଗୁଣ ଅଧିକା । ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି । ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ବିଚାର ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗ୍‌ନାଲ ମିଳି ସାରିଛି । ତେବେ ମହାମାରୀ କରୋନା ଭିତରେ ମନ୍ଦିର ଖୋଲିବ ନା ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି…

ରଥଯାତ୍ରା ପାଇଁ ୩ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର । ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ…

‘ଅମ୍ଫାନ’ ମୁକାବିଲା, ପ୍ରସ୍ତୁତ ଅଛି ୭୬୦୦ ବାତ୍ୟା ଆଶ୍ରୟସ୍ଥଳୀ: ମନ୍ତ୍ରୀ

ଭୁବନେଶ୍ୱର: ସମୁଦ୍ର ଭିତରେ ମହାବାତ୍ୟର ରୂପ ନେଇଛି ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ପଂଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ବାତ୍ୟାର ମୁକାବଇଲା…