ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଲୋକଙ୍କ ପାଇଁ କରାଯାଇଥିବା କାମ ସମ୍ପର୍କରେ ସେ ଅମିତ ଶାହଙ୍କୁ ଅବଗତ କରିଥିଲେ । ଏଥି ସହ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଏବଂ ଓଡିଶା ରାଜ୍ୟର ବିଭିନ୍ନ ବିଷୟ ସମ୍ୱନ୍ଧରେ ଆଲୋଚନା ହୋଇଥିଲା ।
Met Hon’ble Home Minister @AmitShah in Delhi today and shared a copy of my Annual Report Card with him. Briefed him about the works being done for people’s welfare. Also discussed other issues of my State and Constituency. Sought his blessings and guidance @narendramodi @JPNadda pic.twitter.com/trQHWzk9jg
— Aparajita Sarangi (@AprajitaSarangi) July 8, 2020
Comments are closed.