ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ
ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମନ୍ତ୍ରୀ ଓ ସାଂସଦ ଏହି ଫିଲ୍ମ ଦେଖିବାକୁ ଆସିଛନ୍ତି।…