ଭୁବନେଶ୍ୱର : ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ । ନନ୍ଦନକାନନର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ମନୋଜ ଭି ନାୟାର । ମନୋଜ ପୂର୍ବରୁ ମସୁରିରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଶିକ୍ଷା ପ୍ରଶାସନ ବିଭାଗ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୧ ଓଡ଼ିଶା କ୍ୟାଡରର ଆଇଏଫଏସ ଅଫିସର। ନନ୍ଦନକାନନର ପୂର୍ବ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ମନୋଜ ମହାପାତ୍ର ମନୋଜ ମହାପାତ୍ର ଶ୍ରୀ ନାୟାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନାୟାର ପୂର୍ବରୁ ନନ୍ଦନକାନନର ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଉଥିଲେ । ଏବଂ ସେ ନନ୍ଦନକାନନର ଉନ୍ନତି ଦିବରେ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ନାୟାର କହିଛନ୍ତି।
BREAKING NEWS
- ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା
- ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ବୈଠକ
- BRICS Summit: ସଜେଇ ହେଉଛି ଦିଲ୍ଲୀ, ଆସିବେ ବିଶ୍ୱର ବଡ଼ ବଡ଼ ନେତା! BRICS ସମ୍ମିଳନୀ ପାଇଁ ରାଜଧାନୀରେ ହାଇଆଲର୍ଟ ସୁରକ୍ଷା
- ୯ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା; ରାସ୍ତା ଅବରୋଧ କରି ପ୍ରତିବାଦ
- Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ ସବୁ ଲାଇମଲାଇଟ୍!
- Online Fraud: ପାର୍ସଲ ଖୋଲି ଉଡ଼ିଗଲା ଯୁବକଙ୍କ ହୋସ୍! ଅର୍ଡର କରିଥିଲେ କ’ଣ…ଆସିଲା କ’ଣ…
- କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
- ଆସୁଛି ଆଉ ଏକ ଲଘୁଚାପ, ୧୨ ଯାଏଁ ପ୍ରବଳ ବର୍ଷା
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ

Comments are closed.