Latest Odisha News

BREAKING NEWS

Browsing Tag

IFS

କେବେ ଚେତିବା ? ଭୋକ ଲାଗିବାରୁ ହାତୀ ଖାଇଲା ପ୍ଲାଷ୍ଟିକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ପ୍ରଦୂଷଣ ବଢ଼ି ଚାଲିଛି । ସମସ୍ତ ପ୍ରକାର ପ୍ରଦୂଷଣ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ଲାଷ୍ଟିକ ପାଇଁ ପରିବେଶ ପ୍ରଦୂଷିତ ହେଉଛି । ମଣିଷ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଯୋଗୁଁ ସମୁଦ୍ରରେ ରହୁଥିବା ଜୀବ ସହ ଜଙ୍ଗଲି…

ବିନୟ କ୍ୱାତ୍ରା ହେବେ ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାରୁ ଭାରତର ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ହେବେ ବିନୟ କ୍ୱାତ୍ରା । ଏବେ ପଡ଼ୋଶୀ ନେପାଳର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଛନ୍ତି ୧୯୮୮ ବ୍ୟାଚ୍ ଆଇଏଫଏସ ଅଫିସର ବିନୟ । ନୂଆ ନିଯୁକ୍ତି ସହ ବର୍ତ୍ତମାନର ବୈଦେଶିକ ସଚିବ ହର୍ଷ ଶ୍ରିଙ୍ଗଲାଙ୍କୁ…

ନନ୍ଦନକାନନର ନୂଆ ନିର୍ଦ୍ଦେଶକ ହେଲେ ଆଇଏଫଏସ୍ ମନୋଜ ଭି ନାୟାର

ଭୁବନେଶ୍ୱର : ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ । ନନ୍ଦନକାନନର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ମନୋଜ ଭି ନାୟାର । ମନୋଜ ପୂର୍ବରୁ ମସୁରିରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଶିକ୍ଷା ପ୍ରଶାସନ ବିଭାଗ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୧ ଓଡ଼ିଶା କ୍ୟାଡରର…

ପାଠକ ବାପା ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ମିଳିଲା ଜାମିନ

ଭୁବନେଶ୍ୱର: ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ଜାମିନ ମିଳିଛି । ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ ହୋଇ ନ ପାରିବାରୁ ଏହି ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବଦଳିଲେ ୧୨ ଆଇଏଫ୍‌ଏସ୍ ଅଧିକାରୀ

ଭୁବନେଶ୍ୱର: ଆଇଏଫ୍‌ଏସ୍ ତଥା ବନସେବା ଅଧିକାରୀ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ୧୨ ଆଇଏଫ୍‌ଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ୧୯୮୮ ବ୍ୟାଚ୍ ର ଆଇଏଫଏସ ପୁସା ଝୁଲେ ମେକ୍ରୋଙ୍କୁ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…