ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗା ବଜେଟ ଲୋକସଭାରେ ଉପସ୍ଥାପନ କରୁଛନ୍ତି । ବଜେଟ ଅଭିଭାଷଣର ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ଓ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।
-କୃଷି କ୍ଷେତ୍ରର ବିକାଶ ଲାଗି ୨.୩୮ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ।
– କୃଷି ଓ ଜଳ ସେଚନ ପାଇଁ ୧.୨ଲକ୍ଷ କୋଟି ଘୋଷଣା ।
-କୃଷି କ୍ଷେତ୍ରର ଉନ୍ନତି ପାଇଁ ୧୬ ସୂତ୍ରି ଯୋଜନା ।
-ପିଏମ୍ କୁସୁମ ଯୋଜନାରେ ଚାଷୀଙ୍କୁ ମିଳିବ ସୋଲାର ପମ୍ପ ।
-ଅନାବାଦି ଜମିରେ ବସାଯିବ ସୋଲାର ପ୍ଲାଂଟ ।
-କୃଷି ଜାତ ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଓ କିଷାନ ରେଳ ଯୋଜନା ।
-କ୍ଷୀର, ମାଂସ, ମାଛର ପରିବହନ ଟ୍ରେନ୍ରେ ହେବ ।
-ମତ୍ସ୍ୟ ଚାଷୀଙ୍କ ପାଇଁ ନୂଆ ସାଗର ମିତ୍ର ଯୋଜନା ଆରମ୍ଭ ।
-ଖୋଲିବ ଅନ୍ଲାଇନ୍ ଅର୍ଗାନିକ ବଜାର ।
-୨୦୨୫ ସୁଧା ଦୁଗ୍ଧ ଉତ୍ପାଦନ ୨ ଗୁଣ କରାଯିବ ।
-କିଷାନ କ୍ରେଡିଟ୍ କାର୍ଡକୁ ୨୦୨୧ ପାଇଁ ବଢ଼ାଯିବ ।
– ଗ୍ରାମୀଣ ମହିଳାଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ।
-ଗୋଚର ଭୂମିଗୁଡିକୁ ମନରେଗାରେ ଯୋଡାଯିବ ।
BREAKING NEWS
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
Comments are closed.