Latest Odisha News

BREAKING NEWS

ଦେଶରେ ଗତ ୨୯ ବର୍ଷରେ ଦୁଇଗୁଣା ବଢିଛି ସ୍ନାୟୁଗତ ସମସ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ବିଗତ ୨୯ ବର୍ଷ ମଧ୍ୟରେ ଦେଶରେ ସ୍ନାୟୁଗତ ସମସ୍ୟା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ୧୯୯୦ ରୁ ୨୦୧୯ ମଧ୍ୟରେ ଭାରତରେ ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢିଯାଇଛି। ଏ ନେଇ ବୁଧବାର ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି।

ଷ୍ଟ୍ରୋକରେ ପ୍ରାୟ ୬୯୯,୦୦୦ ରୋଗୀଙକ ମୃତ୍ୟୁ ଘଟିଥିଲା। ଯାହା ୨୦୧୯ରେ ଦେଶରେ ମୋଟ ମୃତ୍ୟୁର ୭.୪ ପ୍ରତିଶତ ଥିଲା।

Leave A Reply

Your email address will not be published.