Latest Odisha News

BREAKING NEWS

ଫୋକସ୍‌ରେ ଆମେର

ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚିତ ହୋଇପଡିଛନ୍ତି ବଲିଉଡ଼ ଷ୍ଟାର ଆମେର ଖାନ୍ । ଇଣ୍ଡଷ୍ଟ୍ରୀରେ ଷ୍ଟାର ଦମ୍ପତ୍ତିଙ୍କ ପ୍ରେମରୁ ନେଇ ବିବାହ ବିଚ୍ଛେଦରେ ବି ନୂଆ ଟ୍ୱିଷ୍ଟ । ନିଜର ବିବାହ ବିଚ୍ଛେଦ ନେଇ ଉଭୟ ଆମେର -କିରଣ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ଏହା ଛାଡ଼ପତ୍ର ନୁହେଁ ଜୀବନରେ ନୂଆ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । ହେଲେ କିରଣଙ୍କୁ ଛାଡ଼ିବା ପରେ ଆମେରଙ୍କ ଲାଇଫରେ ଆଉ କାହାର ଏଣ୍ଟ୍ରି ହେବ କି ନାହିଁ । କି ଅଲଗା ହେବାର କିଛି ଅନ୍ୟ କାରଣ ରହିଛି ତାକୁ ନେଇ ବଢୁଛି ସସପେନ୍ସ ।

 

 

Leave A Reply

Your email address will not be published.