ଭୁବନେଶ୍ୱର: ହକି ଟିମ୍ରେ ଓଡ଼ିଆଙ୍କ ଦବଦବା । ଟୋକିଓ ଅଲିମ୍ପିକ୍ସରେ ସାମିଲ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ୧୬ ଜଣିଆ ପୁରୁଷ ହକି ଟିମ୍ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୀରେନ୍ଦ୍ର । କିଛି ଦିନ ବ୍ୟବଧାନରେ ଚିକିତତ୍ସିତ ହେବା ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ସେ । ପିଲା ବେଳରୁ ଖେଳ ପ୍ରତି ଦୁର୍ବଳତା ଥିବା ବୀରେନ୍ଦ୍ରଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି । ତେବେ ଟୋକିଓ ଅଲିମ୍ପିକ୍ସ ବୀରେନ୍ଦ୍ରଙ୍କ ପାଇଁ ବଡ଼ ସୁଯୋଗ । ଏ ନେଇ ନିଜ ଦଳଗତ ପ୍ରଦର୍ଶନ ଭଲ ରଖିବାକୁ ଆଶାବାଦୀ ରହିଛନ୍ତି ।
BREAKING NEWS
- ଚଳିତ ବର୍ଷ କଲବଲ କରିବ ‘ଡବଲ୍ ହିଟୱେଭ’; ଆଇଏମଡିର ପୂର୍ବାନୁମାନ…
- ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
- ଲାଞ୍ଚ ନେଇ ଫସିଲେ ଅଙ୍ଗନୱାଡି ସୁପରଭାଇଜର
- ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ ଝଟକା; ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ
- ଇଂଲଣ୍ଡ ବିପକ୍ଷ ସିରିଜ ଖେଳି ନ ପାରନ୍ତି ରୋହିତ: ରିପୋର୍ଟ
- ହ୍ବିଲଚେୟାରରେ ଦିବ୍ୟାଙ୍ଗଙ୍କ ବଞ୍ଜି ଜମ୍ପିଂ, ଭୁରିଭୁରି ପ୍ରଶଂସା କଲେ ଗୌତମ ଆଦାନୀ
- ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
- ଶୀଘ୍ର ବଜାରକୁ ଆସିବ Oppo Find X8S; ଜାଣନ୍ତୁ ଫିଚର..
- ଔରଙ୍ଗଜେବ: ସମାନ ଶାସକ, କିନ୍ତୁ ଦୁଇ ଦେଶରେ ଦୁଇଟି ଭିନ୍ନ ପ୍ରତିଛବି
- ୬୪ ବର୍ଷ ପରେ ନିଜର ସ୍ବପ୍ନର ବିବାହ କଲେ ଦମ୍ପତ୍ତି: ଆଶୀର୍ବାଦ ଦେଲା ପୂରା ଇଣ୍ଟରନେଟ୍
Comments are closed.