Latest Odisha News

BREAKING NEWS

ସଦା ବାହାର ଗୁଲଜାର.. . .

ତୁଝସେ ନାରାଜ ନେହିଁ ଜିନ୍ଦେଗୀ ହେରାନ୍ ହୁଁ ମୈ…ହେଉ କି ୟେ ଇସ୍କ ମୋହବତ୍ କି ରିବାୟତ ଭି ଅଜୀବ ହେ’…ତାଙ୍କର ଏହି ଦୁଇ ଧାଡି ଲେଖା ବି ବହୁତ କିଛି କହେ । ସେ ହେଉଛନ୍ତି ସଦା ବାହାର ଗୁଲଜାର୍ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଧାଡି ରୋମାଞ୍ଚିତ କରିଦିଏ । ଲେଖାରେ ଗୋଟି ଗୋଟି କରି ରୋମାଣ୍ଟିକ ଶଦ୍ଦର ସଂଯୋଜନା ଆହୁରି ଶାଣିତ କରେ ।

ଏମିତିକି ତାଙ୍କୁ ରୋମାଣ୍ଟିକ ଶଦ୍ଦର ବାଦଶାହ ବୋଲି ମଧ୍ୟ କୁହାଯାଏ । ବିଭିନ୍ନ ଗୀତ କବିତାରୁ ନେଇ ସାୟରୀ ଯାଏ ସବୁ କିଛିରେ ନିଆରା ଅନ୍ଦାଜ ଥାଏ । ଟାଗୋରଙ୍କ ଜୀବନୀ ଦ୍ୱାରା ପ୍ରଭାବିତ ଗୁଲଜାର ସାହେବ ଓରଫ ସମ୍ପୁରନ୍ ସିଂ କାଲରାଙ୍କୁ ତାଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା . . .

Leave A Reply

Your email address will not be published.