ଭୁବନେଶ୍ୱର: କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ WHOର ପରାମର୍ଶ ରହିଛି । ଟେଷ୍ଟିଂ ଓ ଟିକା କରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରତି ସମୟରେ ସତର୍କ ରହିବା ସହିତ ସାମଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି ।
BREAKING NEWS
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
- ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; ଏସବୁ ବିଷୟରେ କଲେ ଚର୍ଚ୍ଚା…
- ଏହି ଦିନ ବିବାହ କରିବେ ଅର୍ଜୁନ ତେନ୍ଦୁଲକର
- Katrina Vicky First Baby Photo: ୨ ମାସ ପରେ, ପ୍ରଥମ ଫଟୋ ସହ ପୁଅର ନାଁ ରିଭିଲ୍ କଲେ ଭିକି ଏବଂ କ୍ୟାଟ୍ରିନା…
- ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା;ଆସନ୍ତା ୧୪ ତାରିଖ ଯାଏଁ ସ୍କୁଲ ଛୁଟି
- ହୀରାକୁଦରେ ଚାଲିଛି ପକ୍ଷୀ ଗଣନା, ୧୮ରେ…
- ଶ୍ରେୟାଶ ଫିଟ, ଖେଳିବେ ପ୍ରଥମ ଦିନିକିଆ
- Gold Silver Price: ଦିନକ ପୂର୍ବରୁ ରେକର୍ଡ଼ ବୃଦ୍ଧି, ଏବେ ସିଧା ୮ ହଜାର ଖସିଲା ଏହି ଧାତୁ ମୂଲ୍ୟ…
Comments are closed.