Latest Odisha News

BREAKING NEWS

Browsing Tag

Delta Plus Variant

ମୁମ୍ବାଇରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନାର ଆଉ ଏକ ଭୟଙ୍କର ପ୍ରଜାତି ଡେଲଟା ପ୍ଲସ୍ କାରଣରୁ ମୁମ୍ବାଇ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଏମସି ଅଧିକାରୀଙ୍କ ଅନୁଯାୟୀ, ଗତ ମାସରେ ଜଣେ ୬୩ ବର୍ଷିୟା ମହିଳା କରୋନା ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ। ଅଧିକାରୀ କହିଛନ୍ତି ଯେ ମୃତ…

ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଡେଲ୍‌ଟା ପ୍ରଜାତି ହିଁ ଦେଶରେ ଏକମାତ୍ର ଚିନ୍ତାର କାରଣ; ରିପୋର୍ଟ

ନୂଆଦିଲ୍ଲୀ:ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ଡେଲ୍‌ଟା ପ୍ରଜାତି ଶକ୍ତିଶାଳୀ ହୋଇଚାଲିଥିବା ବେଳେ ଏହାପରେ ଡେଲଟା ପ୍ଲସ୍‌ ପ୍ରଜାତିକୁ ନେଇ ଚିନ୍ତା ବଢିଯାଇଛି। ତେବେ କରୋନାର ଡେଲ୍‌ଟା ପ୍ରଜାତିକୁ ନେଇ ଏବେ ଏକ ଆଶ୍ବସ୍ତକର ଖବର ଆସିଛି। ଡେଲଟା…

କୋଭିଡ୍‌-୧୯; ତ୍ରିପୁରାରେ ୯୦ ପ୍ରତିଶତ ନମୁନାରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ

ଅଗରତାଲା: ତ୍ରିପୁରାରେ ୯୦ ପ୍ରତିଶତ ରୋଗୀଙ୍କ ନମୁନାରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ ମୁଖ୍ୟ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ନୂଆ ମାମଲା ରିପୋର୍ଟ ହୋଇଥିବା ପ୍ରଥମ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ, ବର୍ତ୍ତମାନ ଦେଶରୁ ରିପୋର୍ଟ ହୋଇଥିବା…

ଡରାଉଛି ଡେଲଟା ପ୍ଲସ୍

ଭୁବନେଶ୍ୱର:  କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ…

ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି। ଏନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ର ଅଧ୍ୟକ୍ଷ ଡ. ଏନ.କେ ଆରୋରା କହିଛନ୍ତି ଯେ କରୋନାର ବାକି ଭାରିଆଣ୍ଟ ତୁଳନାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଶୀଘ୍ର ଏବଂ…

ତାମିଲନାଡୁରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଆଉ ଜଣେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଛି। ମଦୁରାଇର ଜଣେ ବ୍ୟକ୍ତି ନୂଆ ଡେଲଟା ଭାରିଆଣ୍ଟରେ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।…

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍…

ମହାରାଷ୍ଟ୍ରରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନାର ନୂଆ ରୂପ ଅର୍ଥାତ୍‌ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଏବେ ଚିନ୍ତା ବଢାଇଲାଣି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ କୋଭିଡ-୧୯ ର ନୂତନ ଡେଲଟା ପ୍ଲସ ଭାରିଆଣ୍ଟ ପ୍ରଥମ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ମୁମ୍ବାଇର ଘାଟକୋପରରୁ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

ଡରାଇଲାଣି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ, ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଲାଣି ୪୦ ମାମଲା

ଭୁବନେଶ୍ବର : ଚିନ୍ତା ବଢାଇଛି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ । କିଛି ରାଜ୍ୟରେ ଚିହ୍ନଟ ହେଲାଣି ୪୦ ଡେଲଟା ପ୍ଲସ ଭ୍ୟାରିଏଣ୍ଟ । ଏହା ଡେଲଟା ଭାଇରସର ଏକ ମ୍ୟୁଟାଣ୍ଟ ବୋଲି ଜଣାପଡିଛି । ଏହି ମାମଲା ଚିହ୍ନଟ ହେବା ପରେ ସବୁ ସ୍ତରରେ ଚାଲିଛି ଅନୁଧ୍ୟାନ । କେତେ ସଂକ୍ରମଣ କରିବ, କେତେ ଗୁରୁତର…

ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ରିପୋର୍ଟ ହୋଇଛି। ଯାହାକୁ ସରକାରଙ୍କ ଦ୍ୱାରା “ଭାରିଆଣ୍ଟ ଅଫ୍ କନନ୍‌ସର୍ନ” ଭାବେ ଟ୍ୟାଗ୍ କରାଯାଇଛି। ଗତକାଲି ଡେଲଟା ପ୍ଲସ୍ ମାମଲାରେ ବୃଦ୍ଧି ଯୋଗୁ ସରକାର ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶକୁ ଚେତାବନୀ ଦେଇଛନ୍ତି।…