ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ହକି ଟିମ୍ । ୪୧ବର୍ଷ ପରେ ଭାରତକୁ ମିଳିଛି ଅଲିମ୍ପିକ୍ସ ପଦକ । ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି । ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପଦକ ହାତେଇ ନେଇଛି ଟିମ୍ ଇଣ୍ଡିଆ । ସେପଟେ ମହିଳା ହକି ଟିମ୍ର ଭଲ ପ୍ରଦର୍ଶନ ଥିଲେ ବି ଅଳ୍ପରେ ହାତରୁ ଖସି ଯାଇଛି ବ୍ରୋଞ୍ଜ ପଦକ ଆଶା । ତେବେ ଉଭୟ ହକି ଟିମ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
BREAKING NEWS
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
- ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲ୍କୋର ‘ପ୍ରୋଜେକ୍ଟ ଶକ୍ତି’
- Arvind Mahapatra’s Suspension: ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ: ବିଜେଡି
- ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ
- ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
- Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
- Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍କୁ ‘ଓସଜା’ ପୁରସ୍କାର
- Diamond Land: ଏଇଠି ଅଛି ବିଶ୍ଵର ଡାଇମଣ୍ଡ ଲ୍ୟାଣ୍ଡ, ହୀରାର ଚମକ୍ ଏବଂ ମୂଲ୍ୟ ଏତେ ଯେ ଫିକା ପଡିଯିବ କୋହିନୂର୍…
- ଗଞ୍ଜାମର ୨୫ରୁ ଊର୍ଦ୍ଧ୍ବ ସ୍ଥାନରେ ଇଡି ଚଢ଼ାଉ; ୨.୬୩ କୋଟି ଜବତ
Comments are closed.