Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ନିକ୍‌ ଜୋନାସ

ମୁମ୍ବାଇ: ରିପୋର୍ଟ ଅନୁଯାୟୀ ଆମେରିକାନ୍‌ ଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନୂଆ ସୋ’ର ସୁଟିଂ କରୁଥିବା ସମୟରେ ସେ ଆହତ ହୋଇପଡ଼ିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ନିକ ସେଟରେ ଆହତ ହେବା ପ୍ରଥମ ଥର ନୁହେଁ। ୨୦୧୮ରେ ମେକ୍ସିକୋରେ ଏକ ଶୋ-ୱାର୍କଆଉଟ୍ ସମୟରେ ନିକ୍‌ ଆହତ ହୋଇଥିଲେ।

 

Leave A Reply

Your email address will not be published.