Latest Odisha News

BREAKING NEWS

ସୋମବାରଠୁଁ ଓଡ଼ିଶାରେ ବଢ଼ିବ ରାତିର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାର ଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର ତାପମାତ୍ରା ବଢ଼ିବ ବୋଲି ସିଇସି ପକ୍ଷରୁ କୁହାଯାଉଥିବା ବେଳେ ଉତର
ଭାରତ ପଟରୁ ଉତରା ପଶ୍ଚିମ ପବନର ପ୍ରବାହ ଯୋଗୁଁ ବର୍ତମାନ ଶୀତର ପ୍ରକୋପ ରହିଥିବା କୁହାଯାଇଛି ।

ଆସନ୍ତା ଜାନୁଆରୀ ୧୫ ରୁ ସକାଳେ କୁହୁଡି ମଧ୍ୟ ଅନୁଭୂତ ହେବ ବୋଲି ସିଇସି ସୂଚନା ଦେଇଛନ୍ତି।

ସେହିପରି ଜାନୁଆରୀ ୧୮ ତାରିଖରୁ ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର
ସମ୍ଭାବନା ରହିଛି ।

Leave A Reply

Your email address will not be published.