ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୁଟିନ୍ ହାର୍ଟ ଚେକ୍ ଅପ୍ ପାଇଁ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ହୋମ୍ ଆଇସୋଲେସନରେ ଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କରୋନା ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।
BREAKING NEWS
- ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିଲେ ଝିଅ
- ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ
- World TB Day : ଆସନ୍ତାକାଲି ବିଶ୍ବ ଯକ୍ଷ୍ମା ଦିବସ; ଜାଣିଛନ୍ତି କି ସାଧାରଣ କାଶ କେବେ ଯକ୍ଷ୍ମାରେ ପରିଣତ ହୁଏ?
- ୨ ବର୍ଷରେ ୧.୧୬ ଲକ୍ଷ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତକୁ କରୁଛି ପ୍ରଭାବିତ: ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ
- ୩ ବର୍ଷରେ ୧୮୭୮ ଗୋ ଚାଲାଣ କେସ୍,ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ…
- Gold & Silver Rate: ୧୦ହଜାର କମ୍ ହେଲା ସୁନା, ରୂପା ଦର ବି ଖସିଲା
- ଆମେରିକା ସହ ସବୁ ସମ୍ପର୍କ ଶେଷ !
- IPL: କ୍ରିକେଟ୍ ପଡ଼ିଆରେ ଟଙ୍କାର ବର୍ଷା !
- ମୁଖ କ୍ୟାନସରରେ ୧୦ ବର୍ଷରେ ୩ ହଜାର ମୃତ
Comments are closed.