Latest Odisha News

BREAKING NEWS

ଇତିହାସ ରଚିଲେ ଜାପାନର ୧୩ ବର୍ଷୀୟା ମୋମିଜି

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଜାପାନର ମୋମିଜି ନିଶାୟା ଇତିହାସ ରଚିଛନ୍ତି । ସ୍କେଟବୋର୍ଡିଂ ବ୍ୟକ୍ତିଗତ ମହିଳା ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିର୍ମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଜାପାନର ସର୍ବକନିଷ୍ଠ ଖେଳାଳି (୧୩ ବର୍ଷ ୩୩୦ ଦିନ) ଭାବେ ସେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ।

ଟୋକିଓ ଗେମ୍ସରେ ବି ସେ ଏ ପର୍ଯ୍ୟନ୍ତ କନିଷ୍ଠ ଖେଳାଳି ଭାବେ ପଦକ ଜିତିଛନ୍ତି । ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଏହି ଗେମ ସାମିଲ ହୋଇଛି । ବ୍ରାଜିଲର ରାୟସା ଲିୟନ (୧୩ ବର୍ଷ ୨୦୩ ଦିନ) ରୌପ୍ୟ ପଦକ ଜିତିଛନ୍ତି ।

Leave A Reply

Your email address will not be published.